ବିଧାନସଭା ଦିନକ ପାଇଁ ସଟଡାଉନ୍‌ ଘୋଷଣା: ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍‌ ରହୁଥିବାରୁ ସୋମବାର ଦିନ ବିଧାନସଭାକୁ ଖୋଲାଯିବ କି ନା ସେଥିନେଇ ନିଷ୍ପତ୍ତି ନିଆଯିବ ବୋଲି … Continue reading ବିଧାନସଭା ଦିନକ ପାଇଁ ସଟଡାଉନ୍‌ ଘୋଷଣା: ସୂଚନା ଦେଲେ ବାଚସ୍ପତି